କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ : କମାଲ କଲା କନିଷ୍ଠ ଭାରତ

ସେମିରେ ଭାରତ-ଜର୍ମାନି, ଫ୍ରାନ୍ସ-ଆର୍ଜେଣ୍ଟିନା ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଏଫ୍‌ଆଇଏଚ୍ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ର ସେମିଫାଇନାଲ୍ ଲାଇନ ଅପ୍ ଚୂଡ଼ାନ୍ତ ହୋଇଛି। ଏହି ୧୬ ଜଣିଆ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ୍‌ରେ ଭାରତ-ଜର୍ମାନି ଏବଂ ଦ୍ବିତୀୟରେ ଫ୍ରାନ୍ସ- ଆର୍ଜେଣ୍ଟିନା ମୁହାଁମୁହିଁ ହେବେ। ଉଭୟ ମ୍ୟାଚ୍ ଆସନ୍ତା ଶୁକ୍ରବାର ଖେଳାଯିବ। ବୁଧବାର ଖେଳାଯାଇଥିବା ଚାରିଟି କ୍ବାର୍ଟର ଫାଇନାଲ୍ ମ୍ୟାଚ୍‌ରେ ବିଜୟୀ ହୋଇ ଜର୍ମାନି, ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଭାରତ ସେମିଫାଇନାଲ୍‌ରେ ପ୍ରବେଶ … Continue reading କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ : କମାଲ କଲା କନିଷ୍ଠ ଭାରତ